24.1 C
Bhubaneswar
Tuesday, February 10, 2026
Homeଓଡିଶା୧୪ ଯାଏଁ ୧୦ ଜିଲ୍ଲାରେ କୁହୁଡି

୧୪ ଯାଏଁ ୧୦ ଜିଲ୍ଲାରେ କୁହୁଡି

ଭୁବନେଶ୍ୱର : ରାଜ୍ୟରେ କୁହୁଡି ଯୋଗୁଁ ଯାତାୟତ କଷ୍ଟକର ହୋଇପଡିଛି । ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡି ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । । ଜିଲ୍ଲାଗୁଡିକ ହେଲା – ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡା

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking