19.1 C
Bhubaneswar
Monday, December 15, 2025
Homeଓଡିଶାଏଫଏମ ଛାତ୍ରୀ ଆତ୍ମାହୁତି: ତଦନ୍ତରୁ ହଟିଲେ ଏସ. ସାଇନି

ଏଫଏମ ଛାତ୍ରୀ ଆତ୍ମାହୁତି: ତଦନ୍ତରୁ ହଟିଲେ ଏସ. ସାଇନି

ବାଲେଶ୍ୱର: ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତରୁ ଅନ୍ତର ହେଲେ ଏସ ସାଇନି । ସିଏଡବ୍ୟୁ ଆଇଜି ଏସ. ସାଇନି ତଦନ୍ତରୁ ଅନ୍ତର ହେଲେ । ତଦନ୍ତ ନୀରିକ୍ଷଣ କରିବେ  କ୍ରାଇବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।  ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ଶୁଭ୍ର ସମ୍ବିତ ନାୟକ , ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରି ପଚରା ଉଚରା ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking