14.1 C
Bhubaneswar
Thursday, January 15, 2026
Homeଓଡିଶାଏଫ୍ଏମ୍ ଛାତ୍ରୀ ମୃତୁ୍ୟ ଘଟଣା: ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡିର ମୌନବ୍ରତ

ଏଫ୍ଏମ୍ ଛାତ୍ରୀ ମୃତୁ୍ୟ ଘଟଣା: ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡିର ମୌନବ୍ରତ

ଭୁବନେଶ୍ୱର: ବାଲେଶ୍ୱରର ଏଫ୍ଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣା ପ୍ରତିବାଦରେ ଆଜି ଜନତା ମଇଦାନ ନିକଟସ୍ଥ ଗାନ୍ଧି ପାର୍କ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ମୁହଁରେ କଳା ପଟି ବାନ୍ଧି ନିରବ ପ୍ରତିବାଦ କରାଯାଇଥିଲା । ସରକାରଙ୍କ ନିଷ୍କି୍ରୟତା ଓ ଦାୟିତ୍ୱହୀନତା ଲାଗି ଗୋଟିଏ ନିରୀହ ଝିଅର ଜୀବନ ଦୀପ ଅକାଳରେ ଚାଲିଗଲା । ଏହାର ପ୍ରତିବାଦ କରିବା ବେଳେ ସରକାରଙ୍କ ନିଦେ୍ର୍ଦଶରେ ପୋଲିସ ବିଜେଡି ନେତା ଓ କର୍ମୀଙ୍କୁ ବର୍ବରୋଚିତ ଆକ୍ରମଣ କଲେ । ଆଜି ଭୁବନେଶ୍ୱର ବିଜୁ ଜନତା ଦଳ ତରଫରୁ ସରକାରଙ୍କୁ ସଦ୍ବୁଦ୍ଧି ମିଳିବା ଉଦେ୍ଦଶ୍ୟରେ ଏହି ଅଭିନବ ପ୍ରତିବାଦ କରାଯାଇଥିଲା ।

ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ପ୍ରତାପ ଜେନା, ଡ. ଅମର ପଟ୍ଟନାୟକ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ମିଡିଆ ସଂଯୋଜକ ଡ଼ ପି୍ରୟବ୍ରତ ମାଝୀ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀ ବିଜୟ ନାୟକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଧୃତିରଞ୍ଜନ ମାର୍ଥା, ରଶ୍ମୀ ରଞ୍ଜନ ଦାସ, ଇପ୍ସୀତା ସାହୁ, ସୋଫିଆ ଆଲମ, ବିଜୟକେତନ ସାହୁ, ଦୀପକ ସାହୁ, ଦୀପକ ମହାପାତ୍ର, ସ୍ୱୟଂସାର୍ଥକ ରାୟ, ନୀଲ୍ମାଧବ ମହାନ୍ତି, ପୃଥ୍ୱୀରାଜ ପଣ୍ଡା, ମହୀକ୍ଷିତା ମିଶ୍ର, ଲଗ୍ନାଦୀପ୍ ମିଶ୍ର, ମଧୁ ପରିଡ଼ା, ସୋନାଲି ପ୍ରିୟଦର୍ଶିନୀ, ରକି ଦାସ, ଶେଖ୍ ନିଜାମୁଦ୍ଦିନ, ଶ୍ରୀ ରଞ୍ଜିତ ମହାପାତ୍ର, ଶ୍ରୀ ଶିବ ପ୍ରସାଦ ବେହେରା, ଶ୍ରୀ ଅଶ୍ୱିନୀ ସୁନ୍ଦରାୟ, ମୁଜାହିଦ୍ ହୁସେନ, ଶ୍ରୀ ଦାଶରଥୀ ଗରାବଡୁ, ଶ୍ରୀ ରାଜେଶ ପାତ୍ର, ଶ୍ରୀ ପ୍ରତାପ ରାଉତ, ଶ୍ରୀ ସନ୍ତୋଷ କୁମାର ନାଥ, ଶ୍ରୀ ନିର୍ମଳ ରାଉତ, କର୍ପୋରେଟର ଶ୍ରୀ ମିହିର କୁମାର ରାଉତ, ମୋନାଲିସା ବେହେରା, ମିନୁଶ୍ରୀ ଖୁଣ୍ଟିଆ, ମୋନାଲିସା ସାହୁ, ସବ୍ୟସାଚୀ ସାହୁ, ସେକ୍ ନୁର୍ ହାସ, ଜୟନ୍ତୀ ସାହୁ, ଇତିଶ୍ରୀ ଦାସ, ପିଙ୍କି ସ୍ୱାଇଁ, ଅଚୁ୍ୟତ ସ୍ୱାଇଁ, ଭୋଳାନାଥ ମହାରଣା, ବିପ୍ଳବ ବେହେରା, ପ୍ରେମାନନ୍ଦ ଜେନା, ପୂଜା ବେହେରା, ମଞ୍ଜୁଲତା କହଁର, ମାନସୀ ରାଣୀ ସୁନ୍ଦରାୟ, ଶୁଭ୍ରାଂଶୁ ପଟ୍ଟନାୟକ, ପ୍ରସନ୍ନ ସାହୁ, ଶ୍ରୀଧର ବରାଳ, ସୁବ୍ରତ ଦାସ, କଞ୍ଜେଷ୍ଟର ଜେନା, ସୁସ୍ମିତା ଦାସ, ସୌଭାଗ୍ୟ ବାରିକ, ବାସନ୍ତୀ ସିଂ, ଝୁନାରାଣୀ ଦେଇ, ହେମନ୍ତ ପରିଡ଼ା, ଦେବରାଜ ଭୋଇ, ପ୍ରତାପ ରାଉତରାୟ, ମାନସ ଦାସ, ଭରତ ଲେଙ୍କା, ପୁଷ୍ପାଞ୍ଜଳି ସେଠୀ, ରଂଜୁଲତା ରାୟ, ସମିତା ମହାନ୍ତି, ରାଜକିଶୋର ଦାସ, ସ୍ମୃତିଶୀଖା ବରିଶାଳ, ପଦ୍ମଜା ଜେନା, ଅଂଜଳୀ ମଲ୍ଲିକ, ପୁଷ୍ପା ରାଉତ, ହେମନ୍ତ ପ୍ରଧାନ, ପ୍ରସନ୍ନ ପରିଡା ଓ ପରଖତ୍ ଉଲ୍ଲା ପ୍ରମୁଖ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking