27.1 C
Bhubaneswar
Wednesday, July 30, 2025
Homeଓଡିଶାନିୟନ୍ତ୍ରଣରେ ଅଛି ବନ୍ୟା ସ୍ଥିତି

ନିୟନ୍ତ୍ରଣରେ ଅଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ବନ୍ୟା କୌଣସି ସମସ୍ୟା ଆଣିବ ନାହିଁ । ଆଖୁଆପଦା, ଜାମଚଲା ଘାଟରେ ଜଳସ୍ତର ଅଧିକ ଅଛି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ପାଣି । ଗୋବିନ୍ଦପୁରରେ ଜଳସ୍ତର ବିପଦ ସଙ୍କେତ ତଳେ ଅଛି । ହୀରାକୁଦରେ ୬୦୦ ଫୁଟ ପାଖାପାଖି ପାଣି ରହିଛି । ଝାଡଖଣ୍ଡ ଚାନ୍ଦିଲି ୯ଟି ଗେଟ  ଜଳ ନିଷ୍କାସିତ  କରାଯାଇଛି ।  ଏନେଇ ଜଳ ସମ୍ପଦ ବିଭାଗ ସର୍ୱୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।  ସମ୍ଭାବ୍ୟ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking