ଭୁବନେଶ୍ୱର: ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । କେନ୍ଦୁଝର, ବାଲେଶ୍ୱର , ମୟୁରଭଞ୍ଜ, ଯାଜପୁର, ଭଦ୍ରକର ରିପୋର୍ଟ ଆସିଲା । ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪, ୯୬୭ ଟଙ୍କା ପ୍ରଦାନ କରାଯାଇଛି । ଯାଜପୁର ପାଇଁ ୩, ୪୫, ୯୩, ୨୯୦ ଟଙ୍କା ଦିଆଯାଇଛି । ମୟୁରଭଞ୍ଜ ପାଇଁ ୬୭ ଲକ୍ଷ ୪୮ ହଜାର ୧୪୮ ଟଙ୍କା ପ୍ରଦାନ କରାଯାଇଛି । ଭଦ୍ରକ ପାଇଁ ୫୧, ୩୧,୮୨୦, କେଉଁଝର ପାଇଁ ୨,୯୧ ହଜାର ପ୍ରଦାନ କରାଯାଇଛି ।










