27.9 C
Bhubaneswar
Saturday, April 11, 2026
Homeଓଡିଶାଉପକୂଳର ୧୦ ଦ୍ୱୀପରେ ଉଡିବ ପତାକା

ଉପକୂଳର ୧୦ ଦ୍ୱୀପରେ ଉଡିବ ପତାକା

ନୂଆଦିଲ୍ଲୀ : ଦ୍ୱୀପରେ ପୋଲିସ ପକ୍ଷରୁ ବ୍ୟବସ୍ଥାକୁ  କଡାକଡି କରାଯିବ ।  ସିନିୟର ଅଫିସର ସବୁ ଦ୍ୱାପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ । ଚଳିତବର୍ଷ ପରେଡରେ ଆର୍ମି , ବିଏସଏଫ ଓ ପୋଲିସ ସାମିଲ ହେବେ । ଭୁବନେଶ୍ୱରରେ ମୋଟ ୪୮ – ୪୯ କଣ୍ଟିଜେଣ୍ଟ ପରେଡରେ ସାମିଲ ହେବେ । ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି – ଏଡିଜି । ସବୁ ପୋଲିସ ଅଧୀକ୍ଷକଙ୍କୁ  ଆଲର୍ଟ କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking