ଭୁବନେଶ୍ୱର: ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ -ମନ୍ତ୍ରୀଙ୍କୁ, କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କଥା କଟାକଟି ହୋଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ , ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଟାକ୍ଷ । ୨୦ ରୁ ଧାନ କିଣା ହୋଇଛି ବୋଲି ରଣେନ୍ଦ୍ର ପ୍ରତାପ କହିଛନ୍ତି । ଏବେ ସୁଦ୍ଧା ମାତ୍ର ୫ ଜିଲ୍ଲାରେ ଧାନ କିଣା ହୋଇଛି । ଅବ୍ୟବସ୍ଥା ପାଇଁ ମନ୍ଦିରୁ ଧାନ ଉଠୁନି । ଧାନ ଅଭାବୀ ବିକ୍ରି ପାଇଁ ସରକାର ଯତ୍ନବାନ ହେବା ଦରକାର । ରଣେନ୍ଦ୍ର ପ୍ରତାପ ଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଜବାବ । ବରିଷ୍ଠ ମନ୍ତ୍ରୀ ଏପରି କହିବା ଠିକ ନୁହେଁ । ପ୍ରଥମେ ଆଚରଣ ଠିକ କରନ୍ତୁ । ଆଗାମୀ ୩୦ ବର୍ଷରୁ ଅଧିକ ସମୟ ଶାସନକୁ ଆସିପାରିବନି ବିଜେଡି ।