17.1 C
Bhubaneswar
Friday, February 6, 2026
Homeଓଡିଶାବିଷାକ୍ତ ଛତୁ ଖାଇ ୫ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ୫ ଅସୁସ୍ଥ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ମାରଙ୍ଗପାଲି ଗ୍ରାମରେ ପାଳଛତୁ ତରକାରୀ ଖାଇ ଗୋଟିଏ ପରିବାରର ୫ଜଣ ସଦସ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ନିଜ ଘର ବାଡ଼ରୁ ପାଳଛତୁ ସଂଗ୍ରହ କରି ସମସ୍ତେ ଛତୁ ତରକାରୀ ଖାଇଥିଲେ। ଏହି ଛତୁ ତରକାରୀ ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ଝାଡା ଓ ବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାରର ୫ଜଣ ସଦସ୍ୟ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking