ପାରାଦୀପ: ସମୁଦ୍ର ମୁହାଣରେ ଓଲଟି ପଡ଼ିଲା ମାଛଧରା ଡଙ୍ଗା। ନେହରୁ ବଙ୍ଗଳା ନିକଟ ସମୁଦ୍ର ମୁହାଣରେ ଓଲଟି ପଡ଼ିଲା।ଡଙ୍ଗାରେ କେତେ ଜଣ ଲୋକ ଥିଲେ ତାହା ସ୍ପଷ୍ଟ ହୋଇନି । ଓଲଟି ପଡ଼ିଥିବା ଡଙ୍ଗା ଉପରେ କିଛି ଫସିଥିବା ଦୃଶ୍ୟମାନ ହେଉଥିଲା। ଅନ୍ୟ ଏକ ମାଛଧରା ଡଙ୍ଗା ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।










