37.1 C
Bhubaneswar
Saturday, April 4, 2026
Homeଓଡିଶାରାଜୁଆ ନଦୀରେ ମାଛ ମଡ଼କ

ରାଜୁଆ ନଦୀରେ ମାଛ ମଡ଼କ

ପୁରୀ : ପୁରୀ ଜିଲ୍ଲା କଣାସ ବ୍ଲକ୍ ରାଜୁଆ ନଦୀରେ ମାଛ ମଡ଼କ । ରାଜୁଆ ନଦୀ ଜଣ ଏବେ ବିଷାକ୍ତ ହୋଇଯିବା କାରଣରୁ ଏଠାରେ ଭାଷୁଛନ୍ତି କୁଢକୁଢ ମାଛ । ନଦୀ ଜଳ ଦୂଷିତ କାରଣରୁ ସେଠାକାର ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ଭୁବନେଶ୍ବର କଟକର ଡ୍ରେନ୍ ଦେଇ ଆସୁଥୁଥିବା ନିର୍ଗତ ଅଳିଆ ଆବର୍ଜନା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀରେ ମିଶିବା ଫଳରେ ତାର ଶାଖା ନଦୀ ରାଜୁଆ, ମଲାଗୁଣୀ, ମକରା ଆଦି ବିଭିନ୍ନ ନଦୀର ଜଳ ଦୂଷିତ ହେବା ସହ ବିଷାକ୍ତ ହେବାରେ ଲାଗିଛି । କଣାସ ବ୍ଲକରେ 28 ପଞ୍ଚାୟତର ପ୍ରାୟ ଦେଢଲକ୍ଷ ଲୋକ ଏହି ନଦୀ ଉପରେ ନିର୍ଭର କରନ୍ତି । କିନ୍ତୁ ସମ୍ପୂର୍ଣ୍ଣ ନଦୀ ଏବେ ବିଷ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking