କେନ୍ଦ୍ରାପଡା: ଦିନ ଦ୍ୱିପହରରେ ଫିଟିଲା ଗୁଳି । ଗୁଳି ଫୁଟି ଜଣେ ଆହତ ହେଇଥିବା ସୂଚନା ମିଳିଛି । ସଦର ଥାନା ବାଲିସାହି ଅଞ୍ଚଳରେ ଯୁବକଙ୍କ ଉପରକୁ ଫାୟାରିଂ ହୋଇଥିଲା । ୩ ଦୁର୍ବୃତ୍ତଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ସମୀକ୍ଷା କରୁଛି । ଯୁବକଙ୍କ ଗୋଡରେ ବାଜିଛ ଗୁଳି । ଆହତ ଯୁବକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।