17.1 C
Bhubaneswar
Tuesday, February 10, 2026
Homeଓଡିଶାଏକ୍ସପ୍ରେସ ଟ୍ରେନରେ ନିଆଁ

ଏକ୍ସପ୍ରେସ ଟ୍ରେନରେ ନିଆଁ

ଭଦ୍ରକ : କନ୍ୟାକୁମାରୀ- ଦିବ୍ରୁଗଡ  ବିବେକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଛି । ରମ୍ଭିଳା ନିକଟରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ବ୍ରେକ ବାଇଣ୍ଡିଂରୁ ଟ୍ରେନରେ ନିଆଁ ଲାଗିଥିବା  ସୂଚନା ମିଳିଛି । ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁ କୁ ଆୟତ୍ତ କରାଯାଇଛି । ୨୦ ମିନିଟ ବିଳମ୍ବରେ ଛାଡିଲା ବିବେକ ସୁପରଫାଷ୍ଟ ଏକ୍ସପ୍ରେସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking