28.1 C
Bhubaneswar
Monday, February 23, 2026
Homeଓଡିଶାକୋଇଲା ବୋଝେଇ ଟ୍ରେନରେ ନିଆଁ

କୋଇଲା ବୋଝେଇ ଟ୍ରେନରେ ନିଆଁ

ଖଲ୍ଲିକୋଟ: ଛତ୍ରପୁର ଷ୍ଟେସନରେ ଥିବା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ୩ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ ଦୁଇଟି ବଗିରେ ନିଆଁ ଲାଗିଯାଇଥିବା ନେଇ ମିଳିଛି ସୂଚନା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ଘଟଣା ସମ୍ପର୍କରେ ସୂଚନା ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking