27.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶସେନା ଶିବିରରେ ଅଗ୍ନିକାଣ୍ଡ

ସେନା ଶିବିରରେ ଅଗ୍ନିକାଣ୍ଡ

ଲେହ: ରବିବାର ଲେହରେ ଡିଗ୍ରୀ କଲେଜ ନିକଟରେ ଥିବା ଏକ ସେନା ଶିବିରରେ ଅଗ୍ନିକାଣ୍ଡ ଘଟିଥିବା ଅଧିକାରୀମାନେ କହିଛନ୍ତି। ଭାରତୀୟ ସେନା କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ କୌଣସି ମୃତାହତ କିମ୍ବା ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking