23.1 C
Bhubaneswar
Saturday, February 7, 2026
Homeଓଡିଶାଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର:  ଭୁବନେଶ୍ୱର ୟୁନିଟ ୧ ପରିବା  ବଜାରରେ ଅଗ୍ନିକାଣ୍ଡ । ୧୫ରୁ ୨୦ଟି ଦୋକାନ ହୁତୁହୁତୁ ହୋଇ ଜଳୁଛି । ସବୁ କିଛି ଜଳି ପୋଡି ନଷ୍ଟ ହୋଇଯାଇଛି ।  ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ଅଗ୍ନିଶମ ବାହିନୀକୁ ମଧ୍ୟ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।  ତେବେ ନିଆଁ କିପରି ଲାଗିଲା ଏଯାଏଁ କାରଣ ଜଣାପଡିନାହିଁ । ନିଆଁ ଲାଗି ଜଳିଯାଇଥିବା ପରିବା ଦୋକାନୀ ଦୁଃଖରେ ଭାଙ୍ଗି ପଡିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking