ଭୁବନେଶ୍ୱର: ପାଣି ପ୍ରକଳ୍ପ କାମ ବିଳମ୍ବ ଗେଲେ ଏଣିକି ଏଫଆଇଆର । ସମ୍ପୃକ୍ତ ଠିକା ସଂସ୍ଥା ନାଁରେ ଦିଆଯିବ ଏଫଆଇଆର । ବିଧାନସଭାରୁ ଚେତାବନୀ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ମେଗା ପାନୀୟ ଜଳ ପ୍ରକଳ୍ପ କାମ ବିଳମ୍ବ ନେଇ ଉଦବେଗ ଦେଖାଦେଇଛି । ଦିନ ଭିତରେ କାମ ନକଲେ ବ୍ଲାକ ଲିଷ୍ଟ କରିବୁ । ମାର୍ଚ୍ଚ ସୁଦ୍ଧା ୭୨ ହେବାର ଥିଲା, ୫୨ଟି ସରିଛି । ୨୦୨୫ ସୁଦ୍ଧା ଆଉ ୪୦ଟି କରିବୁ କହିଛନ୍ତି ରବି ନାଏକ ।