34.1 C
Bhubaneswar
Thursday, April 2, 2026
Homeଓଡିଶାସ୍ୱାଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ....

ସ୍ୱାଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ….

ଭୁବନେଶ୍ୱର : ସ୍ୱାଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବେ। ଜାରି ବିଜ୍ଞପ୍ତି ଅନୁସାରେ….
୧) କନକବର୍ଦ୍ଧନ ସିଂ ଦେଓ( ଉପ-ମୁଖ୍ୟମନ୍ତ୍ରୀ) – ନୂଆପଡ଼ା
୨) ପ୍ରଭାତୀ ପରିଡ଼ା ( ଉପ-ମୁଖ୍ୟମନ୍ତ୍ରୀ) – କଟକ
୩) ସୁରେଜ ପୂଜାରୀ (ମନ୍ତ୍ରୀ) – କଳାହାଣ୍ଡି
୪) ରବିନାରାୟଣ ନାୟକ (ମନ୍ତ୍ରୀ) – ସୁନ୍ଦରଗଡ଼
୫) ନିତ୍ୟାନନ୍ଦ ଗଣ୍ଡ (ମନ୍ତ୍ରୀ) – କେରାପୁଟ
୬) କୃଷ୍ଣଚନ୍ଦ୍ର ପାତ୍ର (ମନ୍ତ୍ରୀ) -ନବରଙ୍ଗପୁର
୭) ପୃଥ୍ୱୀରାଜ ହରିଚନ୍ଦନ (ମନ୍ତ୍ରୀ) – ଗଞ୍ଜାମ
୮) ମୁକେଶ ମହାଲିଙ୍ଗ (ମନ୍ତ୍ରୀ) – ବରଗଡ଼
୯) ବିଭୁତି ଭୁଷଣ ଜେନା (ମନ୍ତ୍ରୀ) – ଗଜପତି
୧୦) କୃଷ୍ଣଚନ୍ଦ୍ର ମହାପାତ୍ର (ମନ୍ତ୍ରୀ) – ବାଲେଶ୍ୱର
୧୧) ଗଣେଶ ରାମ ସିଂହଖୁଣ୍ଟିଆ (ମନ୍ତ୍ରୀ) – ବଲାଙ୍ଗୀର
୧୨) ସୂର୍ଯ୍ୟବଂଶୀ ସୂରଜ (ମନ୍ତ୍ରୀ) – ମାଲକାନଗିରି
୧୩) ପ୍ରତାପ ବଳ ସାମନ୍ତ (ମନ୍ତ୍ରୀ) – ଖୋର୍ଦ୍ଧା
୧୪) ଗୋକୁଳାନନ୍ଦ ମଲ୍ଲିକ (ମନ୍ତ୍ରୀ) – କନ୍ଧମାଳ
୧୫) ସମ୍ପଦ ଚନ୍ଦ୍ର ସ୍ୱାଇଁ (ମନ୍ତ୍ରୀ) – ରାୟଗଡ଼ା
୧୬) ପୁରୀ ଜିଲ୍ଲାପାଳ – ପୁରୀ
୧୭) ସମ୍ବଲପୁର ଜିଲ୍ଲାପାଳ – ସମ୍ବଲପୁର
୧୮) କେନ୍ଦୁଝର ଜିଲ୍ଲାପାଳ – କେନ୍ଦୁଝର
୧୯) ଅନୁଗୋଳ ଜିଲ୍ଲାପାଳ – ଅନୁଗୋଳ
୨୦) ଜଗତସିଂହପୁର ଜିଲ୍ଲାପାଳ – ଜଗତସିଂହପୁର
୨୧) ଝାରସୁଡ଼ା ଜିଲ୍ଲାପାଳ – ଝାରସୁଗୁଡ଼ା
୨୨) ମୟୁରଭଞ୍ଜ ଜିଲ୍ଲାପାଳ – ମୟୁରଭଞ୍ଜ
୨୩) ସୋନପୁର ଜିଲ୍ଲାପାଳ – ସୋନପୁର
୨୪) ଢ଼େଙ୍କାନାଳ ଜିଲ୍ଲାପାଳ – ଢ଼େଙ୍କାନାଳ
୨୫) ଗଞ୍ଜାମ ଜିଲ୍ଲାପାଳ – ଗଞ୍ଜାମ
୨୬) ସୁନ୍ଦରଗଡ଼ ଜିଲ୍ଲାପାଳ – ରାଉରକେଲା
୨୭) ଭଦ୍ରକ ଜିଲ୍ଲାପାଳ – ଭଦ୍ରକ
୨୮) ବୌଦ୍ଧ ଜିଲ୍ଲାପାଳ – ବୌଦ୍ଧ
୨୯) ଦେବଗଡ଼ ଜିଲ୍ଲାପାଳ – ଦେବଗଡ଼
୩୦) ଯାଜପୁର ଜିଲ୍ଲାପାଳ – ଯାଜପୁର
୩୧) କେନ୍ଦ୍ରାପଡ଼ା ଜିଲ୍ଲାପାଳ – କେନ୍ଦ୍ରାପଡ଼ା
୩୨) ନୟାଗଡ଼ ଜିଲ୍ଲାପାଳ – ନୟାଗଡ଼

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking