ଭୁବନେଶ୍ୱର: ଖାଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ ଆସନ୍ତୁ ଜାଣିବା । ପାଣି ଆମର ମେଟାବୋଲିଜିମ ବୃଦ୍ଧି କରେ । ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାର ଶରୀର ବିଷମୁକ୍ତ ହୁଏ । ଖଆଦ୍ୟ କାଇବାର ଅତିକମରେ ୩୦ ମିନିଟ ପରେ ପାଣି ପିଇବା ଉଚିତ । ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଏହା ଗ୍ୟାସ , ବଦହଜମୀ, ଏସିଡିଟି ଭଳି ସମସ୍ୟା ସୃଷ୍ଟି କରିପାରେ । ଯଦି ଖାଦ୍ୟ ଗଳାରେ ଫସିଯାଏ କିମ୍ବା ଖାଇବା ସମୟରେ ଗଳା ଶୁଖିଯାଏ । ଖାଇବାର ୩୦ ମିନିଟ ପୂର୍ବରୁ ପାଣି ପିଇବା ଦ୍ୱାରା ଖାଦ୍ୟ ସଠିକ ଭାବେ ହଜମ ହୁଏ ।










