ନୂଆଦିଲ୍ଲୀ: ପ୍ରତ୍ୟକ ମଣିଷ ଦିନକରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଆଗକୁ ଆସୁଛି ରାଧା ଅଷ୍ଟମୀ । ରାଧା ଅଷ୍ଟମୀ ଦିନ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ । ଏହି ରଙ୍ଗର ।ଧାଙ୍କ ବହୁତ ପ୍ରିୟ ହୋଇଥାଏ । ଏହି ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠି ତାଙ୍କୁ ପୂଜା କରିବା ଉଚିତ । ବ୍ରହ୍ମ ମୂହୁର୍ତ୍ତରୁ ମଧ୍ୟାହ୍ନ ୧୨ ଟା ଯାଏଁ ଉପବାସ ରଖିବା ଉଚିତ । ରାଧା ଅଷ୍ମୀ ଦିନ ଯଥାସମ୍ଭବ ରାଧା ଏବଂ କୃଷ୍ଣଙ୍କ ନାମ ଜପ କରିବା ଉଚିତ । ରାଧା ଅଷ୍ଟମୀ ଦିନ ଗୁପ୍ତଦାନ କରିବା ଦ୍ୱାରା ଶ୍ରୀ ଜିଉଙ୍କ ଆଶୀର୍ୱାଦ ମିଳିଥାଏ । ରାଧା ଅଷ୍ଟମୀ ଉପବାସ ଅବସରରେ ରାଧା ସ୍ତୋତ୍ର ପାଠ କରିବା ଶୁଭ ବୋଲି ବିବେଚନା କରାଯାଏ ।










