22.1 C
Bhubaneswar
Wednesday, January 15, 2025
Homeଓଡିଶାଭିତର ରତ୍ନଭଣ୍ଡାରରେ କଣ ରହିଛି ସୁନା ଅଳଙ୍କାର ଜାଣନ୍ତୁ

ଭିତର ରତ୍ନଭଣ୍ଡାରରେ କଣ ରହିଛି ସୁନା ଅଳଙ୍କାର ଜାଣନ୍ତୁ

ପୁରୀ : ଭିତର ରତ୍ନଭଣ୍ଡାରରେ ଅଛି ଶ୍ରୀଜିଉଙ୍କ ସୁନା ଅଳଙ୍କାର । ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି ପାଇଁ ୯୭ ପ୍ରକାର ୮୦୨ ଭରି । ସେହିପରି କାନ ପାଇଁ ୧୨ ପ୍ରକାର ୩୮୯ ଭରି । ନାକ ପାଇଁ ୨୦ ପ୍ରକାରର ୨୦୯ ଭରି । ବେକ ପାଇଁ ୧୬୦ ପ୍ରକାରର ୧ହଜାର ୪୫୦ ଭରି । ଭୁଜ ପାଇଁ ୧୮ ପ୍ରକାରର ୮୮ ଭରି । ଆଙ୍ଗୁଠି ପାଇଁ ୨ ପ୍ରକାରର ୪ ଭରି । ଅଣ୍ଟା ବା କମର ପାଇଁ ୫ ପ୍ରକାରର ୨୧ ଭରି । ଅନ୍ୟାନ ୩୬ ପ୍ରକାରର ୧ ହଜାର ୨୬୩ ଭରି । ପୂଜା ପାଇଁ ୯୩ ପ୍ରକାରର ୨,୯୯୮ ଭରି ରୁପା ସାମଗ୍ରୀ । ୭୪ ପ୍ରକାରର ୮,୮୨୦ ଭରି ରୁପାର ବାସନକୁସନ । ଅନ୍ୟାନ ୬୪ ପ୍ରକାରର ୩,୦୬୦ ଭରି ରୁପା ସାମଗ୍ରୀ ରହିଛି ।

ଶ୍ରୀମନ୍ଦିରରେ ଗଜପତି ମହାରାଜା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking