18.1 C
Bhubaneswar
Saturday, December 6, 2025
Homeଓଡିଶାଥଣ୍ଡା ଏବଂ କାଶ ସମୟରେ ଅମୃତଭଣ୍ଡା ଖାଇବା ଉଚିତ କି ନାହିଁ ଜାଣନ୍ତୁ..

ଥଣ୍ଡା ଏବଂ କାଶ ସମୟରେ ଅମୃତଭଣ୍ଡା ଖାଇବା ଉଚିତ କି ନାହିଁ ଜାଣନ୍ତୁ..

ଭୁବନେଶ୍ୱର: ଥଣ୍ଡା ଏବଂ କାଶ ସମୟରେ  ଅମୃତଭଣ୍ଡା ଖାଇବା ଉଚିତ କି । ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଅନେକ ଆକ୍ସିଡାଣ୍ଟ ଥାଏ, ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ।  ଭଣ୍ଡାରେ ଥିବା  ଆଣ୍ଟି ଅକ୍ସିଡାଣ୍ଟ ହୃଦରୋଗର ଆଶଙ୍କାକୁ ହ୍ରାସ କରେ ।  ଥଣ୍ଡା କାଶ ହେଲେ  ଅମୃତଭଣ୍ଡା ଖାଇପାରିବେ ।  ଏଥିରେ  ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  ଯାହା ଫଳରେ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ କରିବାରେ ଏବଂ  ଥଣ୍ଡା , କାଶ ସକ୍ରମଣକୁ ଲଢିବାରେ ସାହାଯ୍ୟ କରେ । ଯେତେବେଳେ ଅମୃତଭଣ୍ଡାର  ଗରମ ପ୍ରଭାବ ଥାଏ । ତେଣୁ ଏହାକୁ ଶୀତଦିନେ ଶରୀରକୁ ଉଷ୍ମ ରଖିବାରେ ସାହାଯ୍ୟ କରେ ।  ଅମୃତଭଣ୍ଡା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଭୋକ ଦୂର କରିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking