17.1 C
Bhubaneswar
Tuesday, December 9, 2025
Homeଓଡିଶାଶିକାର ହେଲେ ବିରୋଧ କର: ପ୍ରଭାତୀ

ଶିକାର ହେଲେ ବିରୋଧ କର: ପ୍ରଭାତୀ

ଭୁବନେଶ୍ୱର: ଲୋକସେବା ଭବନରେ କର୍ମଶାଳା ଆୟୋଜିତ ହୋଇଛି ।  କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦବୋଧନ ଦେଇଛନ୍ତି । କହିଛନ୍ତି,  ଝିଅପୁଅ ଭିତରେ ପାତର ଅନ୍ତର ରଖନ୍ତୁ ନାହିଁ । ମୋର ଅନୁରୋଧ, ଶିକାର ହେଲେ ବିରୋଧ କରନ୍ତୁ । ପୁଅମାନେ ମଧ୍ୟ ନିଯ୍ୟାତିତ ନେଇ ଚିଠି  ଆସିଛି ।  ଭୁଲ ପ୍ରମାଣିତ ହେଲେ ତାର ସମ୍ମାନ ଯାଉଛି । କ୍ଷମତାକୁ ଅପବ୍ୟବହାର କରି ଅଭିଯୋଗ ଆଣନ୍ତୁନି । କର୍ମସ୍ଥଳରେ ନିରାପତ୍ତା ସରକାରଙ୍କ ପ୍ରାଥମିକତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking