16.1 C
Bhubaneswar
Saturday, December 6, 2025
Homeଓଡିଶାମେଡିକାଲରେ ମହିଳା ରୋଗୀଙ୍କୁ ହତ୍ୟା

ମେଡିକାଲରେ ମହିଳା ରୋଗୀଙ୍କୁ ହତ୍ୟା

ଯୋଡା:  ମେଡିକାଲରୁ  ରୋଗୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଘରୋଇ ହସ୍ପିଟାଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । କାଲି ଅସୁସ୍ଥ ଥିବାରୁ ମେଡିକାଲ ଆସିଥିଲେ ।  ମୃତ ମହିଳା ୭ ନଂ  ୱାର୍ଡର । ରୋଗୀଙ୍କ  ମୃତ୍ୟୁ ଖବର ଖବର ଶୁଣି ମେଡିକାଲ ପରିସରେ  ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଚାୟା ଖେଳିଯାଇଛି ।  ରୋଗୀଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି ।  କେହି  ରୋଗୀଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।  ଯୋଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking