19.1 C
Bhubaneswar
Monday, December 8, 2025
Homeଓଡିଶାଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ନୂଆପଡା: ମହିଳା ମାଓବାଦୀ  ବଛେଲା ଅଟାମି ଓରଫ ଜାନସୀ ଆତ୍ମସମର୍ପଣ କରିଛନ୍ତି ।ଗରିଆବନ୍ଧ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜାନସୀ । ଜାନସୀଙ୍କ ମୁଣ୍ଡ ପାଇଁ  ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ନଭରୀ ଏରିଆ ମାଓ ସଂଗଠନର ସକ୍ରିୟା ସଦସ୍ୟା ଜାନସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking