15.1 C
Bhubaneswar
Wednesday, December 10, 2025
Homeଓଡିଶାଡିସେମ୍ବର ସୁଦ୍ଧା ବଳକା ଚାଉଳ ନେବ ଏଫସିଆଇ

ଡିସେମ୍ବର ସୁଦ୍ଧା ବଳକା ଚାଉଳ ନେବ ଏଫସିଆଇ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ସୁଦ୍ଧା ବଳକା ଚାଉଳ ଉଠାଇବ ଏଫସିଆଇ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କେଭିସିଂଦେଓ । ଦୁଇଟି ପର୍ଯ୍ୟାୟରେ ବଳକା ଚାଉଳ ନେବ ଏଫସିଆଇ । କେନ୍ଦ୍ର ଉଷୁମା ଚାଉଳ ଉଠାଇବାକୁ ଅମଙ୍ଗ ହେଉଛି । ତେଣୁ ଅଧିକ  ଅରୁଆ ଚାଉଳ ଦେବାକୁ ରାଇସ ମିଲଗୁଡିକୁ ନିର୍ଦ୍ଦେଶ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking