19.1 C
Bhubaneswar
Sunday, February 8, 2026
Homeଓଡିଶାବାପାଙ୍କ ବୟାନ , ସମସ୍ୟା ହେବନି: ଦେବୀ

ବାପାଙ୍କ ବୟାନ , ସମସ୍ୟା ହେବନି: ଦେବୀ

ଭୁବନେଶ୍ୱର: ପ୍ରଭାତ ତ୍ରିପାଠୀଙ୍କ  ବୟାନକୁ ନେଇ ଦେବୀ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ବାପା ନିଜର ମତ ଓ ବିଚାର ରଖିଛନ୍ତି । ମୋର କିଛି ସସ୍ୟା ହେବନି । ବାପାଙ୍କ ମତରେ ଏକମତ କି ନାହିଁ ଆଗାମୀ ଦିନରେ ସ୍ପଷ୍ଟ ହେବ । ରାଜନୀତିରେ ଆରୋପ ପ୍ରତ୍ୟାରୋପ ରହିଥାଏ । ଭିନ୍ନ ମତାଲମ୍ବୀଙ୍କ କେମିତି ସାମିଲ କରାଯିବ ବିଚାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking