ନୟାଗଡ : ବାପାଙ୍କ ଦ୍ୱିତୀୟ ପ୍ରସ୍ତାବ ଶୁଣି ଝୁଲିପଡିଲେ ଦୁଇ ନାବାଳକ ପୁଅ । ନୟାଗଡ ଜିଲ୍ଲା ଫତେଗଡ ଧାମଚଙ୍ଗଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଦୁଇ ନାବାଳକ ପୁଅର ବୟସ ୧୧ ଓ ୧୪ ବର୍ଷ । ପରିବାରରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି । ବାପାଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।