28.1 C
Bhubaneswar
Monday, February 9, 2026
Homeଓଡିଶାଝିଅକୁ ଦୁଷ୍କର୍ମ କଲା ଜନ୍ମ କଲା ବାପା

ଝିଅକୁ ଦୁଷ୍କର୍ମ କଲା ଜନ୍ମ କଲା ବାପା

ବରଗଡ : ବରଗଡରେ ଲଜ୍ଜା । ନିଜ ଝିଅକୁ ଜନ୍ମ କଲା ବାପା ଦୁଷ୍କର୍ମ କରିଥିବା ଘଟଣା ଜଣାପଡିଛି । ଏଭଳି ଘଟଣା ଘଟିଛି  ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଯୋଗୁଁ   ସ୍ତ୍ରୀ ନିଜ ବାପ ଘରେ ରୁହନ୍ତି । ଏହାରି ଫାଇଦା ଉଠାଇଛି ଅମଣିଷ ବାପା । ବୁଧବାର ରାତିରେ ବାପ ନିଜ ଝିଅକୁ ଦୁଷ୍କର୍ମ କରିଥିଲେ। ଗୁରୁବାର ସକାଳେ ଝିଅ ନିଜ ମା’କୁ ଫୋନରେ ସବୁ କଥା କହିବା ପରେ ସ୍ତ୍ରୀ ଗାଁକୁ ଆସି ପରେ ଥାନାରେ ଅଭିଯୋଗ କରିଥିଲେ। ଅତାବିରା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡ଼ାକ୍ତରିମାଇନା କରାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking