25.1 C
Bhubaneswar
Thursday, December 26, 2024
Homeଅପରାଧ୬ ମାସର ପୁଅକୁ ମାରି ପୋତିଲେ ବାପା, ମା

୬ ମାସର ପୁଅକୁ ମାରି ପୋତିଲେ ବାପା, ମା

ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରୁ ଆସିଛି ଏକ ବଡ ଖବର । ୬ ମାସର ଶିଶୁପୁତ୍ରକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି । ବାପା, ମାଙ୍କ ନାଁରେ ଏମିତି ସଙ୍ଗୀନ ଅଭିଯୋଗ ଆଣି ପୋଲିସ କୁ ଜଣାଇଛନ୍ତି ଗ୍ରାମବାସୀ । ଏମିତି ଦୁଃଖଦ ଓ ଲଜ୍ୟାଜନକ ଘଟଣା ଘଟିଛି କଟକ ଜିଲ୍ଲା ପୌରପାଳିକା ୮ ନମ୍ବର ୱାର୍ଡ ମୁଣ୍ଡାସାହିରେ। ଦେହ ଖରାପ ଥିଲା, ମୃତ୍ୟୁ ହେବାରୁ ପୋତି ଦେଇଥିବା କହିଲେ ବାପା, ମା । ତେବେ ଏ ନେଇ କିଛି ସଠିକ ସୂଚନା ମିଳି ପରିଣ ଥିବା ବେଳେ, ଗ୍ରାମବାସୀ ମାନେ ଅଧିକ ତଦନ୍ତ ନେଇ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking