14.1 C
Bhubaneswar
Monday, December 8, 2025
Homeଓଡିଶାଝିଅକୁ ଅସଦାଚରଣ: ଅଭିଯୁକ୍ତକୁ ହତ୍ୟା କଲେ ବାପା

ଝିଅକୁ ଅସଦାଚରଣ: ଅଭିଯୁକ୍ତକୁ ହତ୍ୟା କଲେ ବାପା

କାମାକ୍ଷାନଗର: ଝିଅକୁ ଅସଦାରଣ କରିବାରୁ ଯୁବକକୁ ପିଟି ମାରିଲା ବାପା । ହତ୍ୟାପରେ ପୋଲିସ ନିକଟରେ ଆତସମର୍ପଣ କଲା ଅଭିଯୁକ୍ତି ବାପା । ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡିରେ ଅଭିଯୁକ୍ତ ବାପାର ଆତ୍ମସମର୍ପଣ । ମୃତ ଯୁବକ ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତ ୧ ନଂ କଲୋନୀର ବସିନ୍ଦା । ଅଭିଯୁକ୍ତ ହତ୍ୟାକାରୀ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁର ବାସିନ୍ଦା । ସୂଚନା ଅନୁସାରେ ୧୦ ଜଣ ମିଶି ସଂଘବଦ୍ଧ ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ବାପା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking