24.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଝିଅର ଗଳାକାଟି ହତ୍ୟା କଲା ବାପା

ଝିଅର ଗଳାକାଟି ହତ୍ୟା କଲା ବାପା

ନୂଆଦିଲ୍ଲୀ: ଝିଅର ଗଳାକାଟି ହତ୍ୟା କଲା ବାପା  ା ଏଭଳି ଲୋମ ଟାଙ୍କୁରା ଘଟଣା ସେପ୍ଟେମ୍ବର ୫  ମହାରାଷ୍ଟ୍ରର ଦାଭାଲୱାଡି ଗାଁ ବିଳମ୍ବିତ ରାତିରେ ଘଟିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପୋଲିସର ସୂଚନା ଅନୁଯାୟୀ,  ଝିଅର ପୁରୁଷ ବନ୍ଧୁଙ୍କ ସହିତ ସମ୍ପର୍କକୁ ନେଇ ତାଙ୍କ ବାପା ଦୁଃଖିତ ଥିଲେ ।  ଝିଅ ଶୋଇଥିବା ଅବସ୍ଥାରେ ବାପା ହତ୍ୟା କରିଛି ବୋଲି ପୋଲିସ କହିଛି । ହତ୍ୟା କରି ଏକ ରଶିରେ ମୃତଦେହକୁ ଝୁଲାଇଦେଇଥିଲା ଅଭିଯୁକ୍ତ ବାପା । ଅଭିଯୁକ୍ତକୁ ପୋଲିସ ପଚରା ଉଚରା କରିବା ପରେ ସ୍ୱୀକାର କରିଛି । ପରେ  ଗିରଫ କରି ପୋଲିସ ହେପାଜତକୁ ନେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking