28.1 C
Bhubaneswar
Sunday, September 8, 2024
Homeଓଡିଶାଜ୍ୱାଇଁର ପଥର ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ

ଜ୍ୱାଇଁର ପଥର ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ

ବୌଦ୍ଧ : ଜ୍ୱାଇଁର ପଥର ମାଡ଼ରେ ଶ୍ୱଶୁରର ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ । ମୃତକ ହେଲେ ବେଡ଼ା ବାଘ (୬୦) ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଜ୍ୱାଇଁ ମାମୁଧନ ବାଘ୍ ମଦ୍ୟପାନ କରି ଶ୍ୱଶୁର ଘରକୁ ଯାଇଥିଲେ । ସେଠାରେ ଶ୍ୱଶୁରଙ୍କ ସହିତ ପାଟିତୁଣ୍ଡ କରିବା ସହିତ ପଥର ମାଡ଼ କରିଥିଲା । ପଥର ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିଲେ ବେଡା ବାଘ । ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତର ଖାନାକୁ ନେଇଥିଲେ ପରିବାର ଲୋକେ । ତେବେ ସେଠାରେ ସିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେପଟେ ହତ୍ୟାକାରୀ ଜ୍ୱାଇଁ ମାମୁଧନ ଘଟଣା ସ୍ଥଳରୁ ଫେରାର ଅଛନ୍ତି । ତେବେ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଜ୍ୱାଇଁ ମାମୁଧନଙ୍କୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking