30.1 C
Bhubaneswar
Thursday, March 19, 2026
Homeଓଡିଶାପୁଅକୁ କୁରାଢୀରେ ହାଣିଲା ବାପା

ପୁଅକୁ କୁରାଢୀରେ ହାଣିଲା ବାପା

ମୟୁରଭଞ୍ଜ: ପୁଅକୁ କୁରାଢୀରେ ହାଣିଲା ବାପା । ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମଦ ପିଇ ପାଟିତୁଣ୍ଡ କରିବା ସହ ଗଇଠା ମାରିବାରୁ ପୁଅକୁ ହତ୍ୟା କରିଛି ବାପା । ବାପାଙ୍କୁ ଗୋଇଠା ମାରିବା ସହ ଗାଳିଗୁଲଜ କରିବା ପରେ ରାଗରେ ବାପା ପୁଅକୁ କୁରାଢୀରେ ହାଣିଦେଇଛି । ଏହା ପରେ ଥାନାରେ ବାପା ଆତ୍ମସମର୍ଣ କରିଛନ୍ତି । ପୁଲିସ ଏନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking