24.1 C
Bhubaneswar
Friday, February 13, 2026
Homeଓଡିଶାଝିଅ ଜନ୍ମ ଦିନରେ ବାପାର ମୃତ୍ୟୁ

ଝିଅ ଜନ୍ମ ଦିନରେ ବାପାର ମୃତ୍ୟୁ

ସୋର: ସୋର ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ଝିଅର ଜନ୍ମଦିନରେ କେକ୍ ଆଣିବାକୁ ଯାଇ ବାପାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁରର ଜଣେ ଯୁବକ କେକ୍ କିଣିବାକୁ ବାଗୁଡ଼ି ବଜାରକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଚଢ଼ାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking