27.1 C
Bhubaneswar
Tuesday, January 13, 2026
Homeଅପରାଧପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ରାଜଗାଙ୍ଗପୁର: ସୁନ୍ଦରଗଡ଼଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ଛୁରିଚଖା ଗାଁରେ ଘରୋଇ କଳିଳୁ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ସିରାନୁସ ଟେଟେ ହୋଇଥିବାବେଳେ ଅଭିଯୁକ୍ତ ପୁଅ ସୂରଜ ଟେଟେ ବୋଲି ଜଣାପଡ଼ିଛି।କୌଣସି କାରଣକୁ ନେଇ ବାପପୁଅ ମଧ୍ୟରେ ଝଗଡ଼଼ା ହୋଇଥିଲା। ଏହି ଝଗଡ଼଼ା ଉଗ୍ର ରୂପ ଧାରଣ କରିଥିଲା।ପରବର୍ତ୍ତି ସମୟରେ ପୁଅ ସୂରଜ ଟାଙ୍ଗିଆରେ ବାପା ସିରାନୁସଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବାପା ସିରାନୁସଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କୁତ୍ରା ଥାନା ପୁଲିସ ଓ ସାଇଣ୍ଟିଫିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking