21.1 C
Bhubaneswar
Monday, December 8, 2025
Homeଓଡିଶାଭୂସ୍ଖଳନରେ ବାପ ପୁଅ ନିଖୋଜ

ଭୂସ୍ଖଳନରେ ବାପ ପୁଅ ନିଖୋଜ

ଗଜପତି: ଗଜପତି ଜିଲ୍ଲାରେ ଗତକାଲି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କିଛି ମାତ୍ରାରେ ଭୁସ୍ଖଳନ ହୋଇଥିବା ଜଣାଯାଇଛି ।  ଗଜପତି ଜିଲ୍ଲା ରାୟଗଡ ବ୍ଲକ ପେକେଟ ପେକେଟ ଗାଁ ନିକଟରେ ରାସ୍ତାରେ ଭୁସ୍ଖଳନ ଘଟିଛି । ସେହି ଗାଁର ବାପ ପୁଅ ନିଖୋଜ ଅଛନ୍ତି । ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ପକେଟ ଗାଁର କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବର ମାଟି ତଳେ ଚାପି ରହିଥିବା ସନ୍ଦେହ  କରାଯାଉଛି । ପକେଟ ଗାଁ ନିକଟରେ ଭୁସ୍ଖଳନ ପାଇଁ ରାୟଗଡ ଠାରୁ ରା. ଉଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି ।  ଏଣୁ ସନ୍ଧାନୀ କୁକୁର ସାହାର୍ଯ୍ୟରେ ଖୋଜାଖୋଜି ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking