25.1 C
Bhubaneswar
Wednesday, March 25, 2026
Homeଓଡିଶାସାପ କାମୁଡାରେ ବାପାପୁଅ ମୃତ

ସାପ କାମୁଡାରେ ବାପାପୁଅ ମୃତ

ବାରିପଦା: ସାପ କାମୁଡାରେ ବାପାପୁଅଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଶୁଳିଆପଦା ବ୍ଲକ ବାଘଡା ଗାଁରେ ଅଭାବନୀୟ ଘଠଣା ଘଟିଛି । ପିଆରଏମ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ୫ ବର୍ଷର ପୁଅ ସହ ବାପା ସର୍ପାଘାତରେ ଆଖି ବୁଜିଲେ । ରାତିରେ ଶୋଇଥିବା ବେଳେ ବାପାପୁଅଙ୍କୁ ସାପ କାମୁଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking