25.1 C
Bhubaneswar
Friday, March 6, 2026
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

ଆଠଗଡ଼: ଆଠଗଡ଼ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ନାବାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଆଠଗଡ଼ ଜିଲ୍ଲା କନ୍ଦରପୁର ବାଲିଆପାଠ ରାସ୍ତାରେ ଭୟାନକ ଦୁର୍ଘଟଣା । ରାସ୍ତା କଡରେ ସାଇକେଲ ଧରି ଛିଡା ହୋଇଥିଲେ ୨ ନାବାଳକ । ଭାରସାମ୍ୟ ହରାଇ ୨ ନାବାଳକଙ୍କୁ ଧକ୍କା ଦେଲା ପିକଅପ ଭ୍ୟାନ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ , ଡ୍ରାଇଭର ର ପରିଚୟ ମିଳି ପାରିନଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking