31.1 C
Bhubaneswar
Tuesday, March 24, 2026
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ

ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରୁ ଆସିଛି ଏକ ବଡ ଖବର । ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁୟାଯୀ , ଟିପ୍ପର ଧକ୍କା ଦେବାରୁ ମହିଳାଙ୍କ ର ମୃତ୍ୟୁ ହୋଇଛି । ହିଞ୍ଜିଳି ଆରଏମସି ଛକରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସ୍କୁଟିରେ ଯିବା ବେଳେ ଦମ୍ପତିଙ୍କୁ ଧକ୍କା ଦେଇଛି ଟିପ୍ପର । ସ୍ୱାମୀ ଆହତ ହୋଇଥିବା ବେଳେ , ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking