24.1 C
Bhubaneswar
Wednesday, December 24, 2025
Homeଦେଶ ବିଦେଶମର୍ମନ୍ତୁଦ ଦୁର୍ଘଟଣା :  ଚାଲିଗଲା ୭ ଜୀବନ

ମର୍ମନ୍ତୁଦ ଦୁର୍ଘଟଣା :  ଚାଲିଗଲା ୭ ଜୀବନ

ଲକ୍ଷ୍‌ନୌ : ଉତ୍ତର ପ୍ରଦେଶ ବିଜେନୋରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ବିବାହ ପରେ ବିହାରରୁ ବିଜନୋର ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।କାର ଓ ଅଟୋ ମୁଁହା ମୁଁହି ଧକ୍କାରେ ଏଭଳି ଘଟଣା ଘଟିଛି । ବର ଓ କନ୍ୟା ସହ  ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି  ୨ ଜଣ ଗୁରୁତର ଅଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking