21.1 C
Bhubaneswar
Thursday, February 5, 2026
Homeଓଡିଶାସାର ପାଇଁ ହଟହଟା ହେଲେ ଚାଷୀ

ସାର ପାଇଁ ହଟହଟା ହେଲେ ଚାଷୀ

ଯାଜପୁର: ଯାଜପୁର ଜିଲ୍ଲା ରେ ଘୋର ସାର ର ଉତ୍କଟ ସାର ଅଭାବ ଦେଖା ଯାଇଛି ସାର ପାଇଁ ହଟ ହଟା ହେଉଛନ୍ତି l ଚଳିତ ବର୍ଷ ମୋୖସିମ ବର୍ଷା ଠିକି ସମୟରେ ଆବଶ୍ୟକ ମୁତା ବକ ବର୍ଷା ହୋଇ ଥିବାରୁ ଚାଷୀ ମାନେ ମନ ପରିଶ୍ରମ କରିଋଣ ଧାର କରଜ କରି ଚାଷ କରିଛନ୍ତି ଧାନ ଗଛ ଭଲ ହୋଇଛି l ବର୍ତ୍ତମାନ ମାନେ ଧାନ ଗଛ ରେ ଥୋଡ଼ା ଆସିବ ର ସମୟ ହୋଇ ଥିବାରୁ ସାର ଆବଶ୍ୟକ ଜୁରୁରୀ ହୋଇ ପଡିଛି lକିନ୍ତୁ ସାର ର ଘୋର ଅଭାବ ଦେଖା ଯାଇଛି l ସରକାର ସାର ଶଙ୍କଟ ଦୂର କରିବା ପାଇଁ ଅସଫଳ ହୋଇ ପଡିଛନ୍ତି ସମବାୟ ମନ୍ତ୍ର ଙ୍କ ନିର୍ବାଚନ ମଣ୍ଡଳୀ ରେ ସୁକିନ୍ଦା ବ୍ଲକ ର ସାର ପାଇଁ କିଭଳି ହଟ ହଟା ହେଉଛନ୍ତି ତାର ଦୁଷ୍ଟାନ୍ତ ଦେଖନ୍ତୁଲେମ୍ବୋ ପଞ୍ଚାୟତରେ ସାରକୁ ନେଇ ଉତେଜନା,ପୋଲିସ ଉପସ୍ଥିତ ରେ ଦିଆଯାଉଛି ସାରଏବେ ଧାନ ଚାଷ କାର୍ଯ୍ୟ ଜାରି ରହିଥ‌ିବା ବେଳେ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତରେ ଧାନ ଚାଷ ପାଇଁ ସାରର ଅଭାବ ଦେଖାଦେଇଛି l ପଞ୍ଚାୟତକୁ ଯେତିକି ସାର ଆସିଛି ତାଠାରୁ ଅଧିକ ଚାଷୀ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି l ସାର ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବା ଚାଷୀ ଓ ସାର ଦେଉଥିବା କର୍ମଚାରୀ ଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା l ସାର ଦେବା ସ୍ଥାନରେ ସ୍ଥାନୀୟ ପୋଲିସ ପହଁଚି ଚାଷୀ ମାନଙ୍କୁ ବୁଝା ସୁଝା କରିଥିବା ବେଳେ ପୋଲିସ ର ଉପସ୍ଥିତିରେ ଚାଷୀ ମାନଙ୍କୁ ସାର ଦିଆଯାଉଥିବା ଦେଖିବାକୁ ମିଳୁଛି lଏଭଳି ଅବସ୍ଥା ସମଗ୍ର ଜିଲ୍ଲା ରେ ଦେଖା ଯାଇଛି ସରକାର କେବେ ସାର ସମସ୍ୟା ଦୂର କରିବେ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking