16.1 C
Bhubaneswar
Sunday, December 7, 2025
Homeଓଡିଶାଚାଷୀ ସମସ୍ୟା ଉପରେ ପୂରା ନଜର ଅଛି: ଅଗସ୍ତି

ଚାଷୀ ସମସ୍ୟା ଉପରେ ପୂରା ନଜର ଅଛି: ଅଗସ୍ତି

ଭୁବନେଶ୍ୱର: ପ୍ରଶ୍ନକାଳକୁ ଚଲାଇ ଦେବାକୁ ଚାହୁଁନି ବିଜେଡି । ଏନେଇ ବିଜେପି ବିଧାୟକ ଅଗସ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ବିଜେଡି ସମୟରୁ ଚାଷୀଙ୍କ ସମସ୍ୟା ଲାଗି ରହିଛି । କିନ୍ତୁ ଏ ଦିଗରେ  ବିଜେପି ସରକାର ପୂରା ନଜର ରଖିଛନ୍ତି । ବିଭାଗୀୟ ମନ୍ତ୍ରୀ ଏ ଦିଗରେ ସମ୍ପୁର୍ଣ୍ଣ  ସୂଚନା ଦେଇଛନ୍ତି ।ବିରୋଧୀ ଅଯଥା ରାଜନୀତି  କରୁଛନ୍ତି । କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ପୋଷ୍ଟର ଧରି ପାଟିତୁଣ୍ଡ କରିଥିଲେ ବିରୋଧୀ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking