23.1 C
Bhubaneswar
Monday, February 9, 2026
Homeଓଡିଶାବାରହା ଆତଙ୍କରେ ଚାଷୀ

ବାରହା ଆତଙ୍କରେ ଚାଷୀ

ଗଞ୍ଜାମ: ପୁଣି ଚାଷୀଙ୍କୁ ଘାରିଛି ଫସଲ ସୁରକ୍ଷା ଚିନ୍ତା। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଜେନାପୁର ଗାଁରେ ଆତଙ୍କ ଖେଳାଇଛନ୍ତି ବାରହା। ଧାର କରଜ କରି ଚାଷ କରିଥିବା ଚାଷୀର ହେକ୍ଟର ହେକ୍ଟର ଫସଲ ନଷ୍ଟ କରୁଛନ୍ତି ବାରହା। ଅନ୍ୟ ଉପାୟ ନ ପାଇ ନିଜ ଜମିର ଫସଲକୁ ବାରାହା କବଳରୁ ରକ୍ଷା କରିବା ପାଇଁ ମଞ୍ଚା କରି ଜଗି ରହିଛନ୍ତି ଚାଷୀ। ପାଳି କରି ବିଲରେ ପହରା ଦେଉଛନ୍ତି ଚାଷୀ। ବାରହାକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇବା ସହ ମାଇକ ଲଗାଇ ରାତି ଉଜାଗର ରହୁଛନ୍ତି ଗ୍ରାମବାସୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking