25.1 C
Bhubaneswar
Wednesday, March 18, 2026
Homeଓଡିଶାଯୋଗାଣ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ 

ଯୋଗାଣ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ 

ଯାଜପୁର: ଧାନ ଫସଲ ଅମଳ ଡିସେମ୍ବର ମାସ ରେ ସରିଲା କିନ୍ତୁ ଚାଷୀ ଏବେ ସୁଦ୍ଧା ଧାନ ବିକ୍ରି ନ କରି ପାରି କୃଷି ସମବାୟ ସମିତି ରେ ଧାନ ବସ୍ତା କଣ୍ଡି କରି ବିକ୍ରୀ କରି ବା ପାଇଁ ବସି ରହିଛନ୍ତି ଟାର୍ଗେଟ ଶେଷ ହୋଇ ଯାଇଚି ବୋଲି କୁହା ଯାଉଛି ଡବଲ ଇଞ୍ଜିନ ସରକାର କହି ଥିଲେ ଚାଷୀ ମାନଙ୍କୁ ଉଚିତ୍ ମୂଲ୍ୟ ଦେଇ ଧାନ କିଣା ଯିବ ଚାଷୀ ଟୋକନ ଧରି ବସିଛନ୍ତି କିନ୍ତୁ ସମବାୟ ସମିତି ପାଇଁ ଆଉ ଟାର୍ଗେଟ ନାହିଁ,ଧାନ ଦେବା ପାଇଁ ଚାଷୀ ମାନେ ଅପେକ୍ଷା କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁପଂଳ ନ ମିଳିବାରୁ ଯୋଗାଣ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ। ଯାଜପୁର ବିଂଝାରପୁର ବ୍ଲକ ଚିକଣା ସମବାୟ ସମିତି ର ଚାଷୀ ମାନେ ଧାନ ଦେବା ପାଇଁ ଦୀର୍ଘଦିନ ହେଲା ଦାବୀ କରି ବିପଂଳ ହେବା ପରେ ଆଜି ଚାଷୀ ମାନେ ଯାଜପୁର ଜିଲ୍ଳା ଯୋଗାଣ ଅପିଂସ ସହିତ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ତୁରନ୍ତ ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking