ଭୁବନେଶ୍ୱର : ଚାଷୀ ଆତ୍ମହତ୍ୟାକୁ ନେଇ ସ୍ୱୀକାର କଲେ ସରକାର । ଚଳିତ ବର୍ଷ ୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଜଣେ ସମ୍ବଲପୁରର ଓ ଅନ୍ୟ ଜଣେ କେନ୍ଦ୍ରାପଡାର । ବିଧାନସଭାରେ ଏନେଇ କୃଷି ମନ୍ତ୍ରୀ କେଭି ସିଂଦେଓ ଉତ୍ତର ରଖିଛନ୍ତି ।