25.1 C
Bhubaneswar
Thursday, February 5, 2026
Homeଓଡିଶାବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର : ବିଷ ପିଇ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ କୁର୍ଶୁଡ ପଞ୍ଚାୟତ ଗାଁରେ  ଏଭଳି ଅଭାବନୀୟ ଘଟଣା ଘଟିଛି ।  ସ୍ୱାସ୍ଥ୍ୟ ଗୁରୁତର ହେବାରୁ ପରିବାର ଲୋକେ ସାଙ୍ଗେ ସାଙ୍ଗେ  ମେଡିକାଲକୁ ନେଇ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking