ନୂଆଦିଲ୍ଲୀ: ଭେଟେରାନ ଅଭିନେତା ମନୋଜ କୁମାରଙ୍କ ଶେଷକୃତ୍ୟ କରାଯାଇଛି । ପଞ୍ଚଭୂତରେ ଲୂନ ହୋଇଛନ୍ତି ଭେଟେରାନ ମନୋଜ କୁମାର । ମୁମ୍ବାଇ ଭିଲେ ପାର୍ଲେ ଶ୍ମଶାନରେ ଅନ୍ତିମ ସଂସ୍କାର ହୋଇଛି । କାଲି ୮୭ ବର୍ଷ ବୟସରେ ମନୋଜ କୁମାରଙ୍କ ଦେହାନ୍ତ ହୋଇଥିଲା ।