26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଖସିଲା ସୁନା ଦର

ଖସିଲା ସୁନା ଦର

ନୂଆଦିଲ୍ଲୀ: ଖସିଲା ସୁନା ଦର । ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସମୟରେ ସୁନା ଏବଂ ରୂପାର ମୂଲ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆଜି ଗ୍ରାହକଙ୍କୁ ଟିକେ ଅସ୍ବସ୍ତି ମିଳିଛି। ମଙ୍ଗଳବାର ଦିନ ଘରୋଇ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ₹୩, ୦୫୦ ହ୍ରାସ ପାଇଛି। ସୋମବାର ଦିନ ରୂପା ମଧ୍ୟ ମୂଲ୍ୟ ହ୍ରାସ ପାଇଥିଲା

ଭୁବନେଶ୍ୱରରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ – ୧, ୩୬, ୨୦୦

୨୨ କ୍ୟାରେଟ – ୧, ୨୪, ୮୫୦

୧୮ କ୍ୟାରେଟ – ୧,୦୧, ୯୩୦

ଦିଲ୍ଲୀରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୬,୩୫୦ ଟଙ୍କା

୨୨ କ୍ୟାରେଟ୍ – ୧,୨୫,୦୦୦ ଟଙ୍କା

୧୮ କ୍ୟାରେଟ୍ – ୧,୦୨,୦୮୦ ଟଙ୍କା

ମୁମ୍ବାଇରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୬,୨୦୦ ଟଙ୍କା

୨୨ କ୍ୟାରେଟ୍ – ୧,୨୪,୮୫୦ ଟଙ୍କା

୧୮ କ୍ୟାରେଟ୍ – ୧,୦୧,୯୩୦ ଟଙ୍କା

ଚେନ୍ନାଇରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୭,୪୬୦ ଟଙ୍କା

୨୨ କ୍ୟାରେଟ୍ – ୧,୨୬,୦୦୦ ଟଙ୍କା

୧୮ କ୍ୟାରେଟ୍ – ୧,୦୫,୦୫୦ ଟଙ୍କା

କୋଲକାତାରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୬,୨୦୦ ଟଙ୍କା

୨୨ କ୍ୟାରେଟ୍ – ୧,୨୪,୮୫୦ ଟଙ୍କା

୧୮ କ୍ୟାରେଟ୍ – ୧,୦୧,୯୩୦ ଟଙ୍କା

ଅହମଦାବାଦରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୬,୨୫୦ ଟଙ୍କା

୨୨ କ୍ୟାରେଟ୍ – ୧,୨୪,୯୦୦ ଟଙ୍କା

୧୮ କ୍ୟାରେଟ୍ – ୧,୦୧,୯୮୦ ଟଙ୍କା

ଲକ୍ଷ୍ନୌରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୬,୩୫୦ ଟଙ୍କା

୨୨ କ୍ୟାରେଟ୍ – ୧,୨୫,୦୦୦ ଟଙ୍କା

୧୮ କ୍ୟାରେଟ୍ – ୧,୦୨,୦୮୦ ଟଙ୍କା

ପାଟନାରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୬,୨୫୦ ଟଙ୍କା

୨୨ କ୍ୟାରେଟ୍ – ୧,୨୪,୯୦୦ ଟଙ୍କା

୧୮ କ୍ୟାରେଟ୍ – ୧,୦୧,୯୮୦ ଟଙ୍କା

ହାଇଦ୍ରାବାଦରେ ସୁନା ମୂଲ୍ୟ ( ପ୍ରତି ୧୦ ଗ୍ରାମ)

୨୪ କ୍ୟାରେଟ୍ – ୧,୩୬,୨୫୦ ଟଙ୍କା

୨୨ କ୍ୟାରେଟ୍ – ୧,୨୪,୯୦୦ ଟଙ୍କା

୧୮ କ୍ୟାରେଟ୍ – ୧,୦୧,୯୮୦ ଟଙ୍କା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking