33.1 C
Bhubaneswar
Saturday, May 31, 2025
Homeଓଡିଶାବଜାରରେ ପୁଳାପୁଳା ନକଲି ଔଷଧ : ମନ୍ତ୍ରୀ

ବଜାରରେ ପୁଳାପୁଳା ନକଲି ଔଷଧ : ମନ୍ତ୍ରୀ

ଭୁବନେଶ୍ୱର : ରୋଗୀଙ୍କ ବିଶ୍ୱାସରେ ବିଷ । ବଜାରରେ ବୁଲୁଛି ପୁଳାପୁଳା ନକଲି ଔଷଧ ।  ବାହାର ରାଜ୍ୟରୁ ଓଡିଶାକୁ ଆସୁଛି ନକଲି ଔଷଧ । ଜିଙ୍ଗ ସଲଫେଟ , ସୋଡିୟମ ଲାକଟେକ ନିମ୍ନମାନର ବୋଲି ଧରାପଡିଛି । ହେପ୍ରେନ ସୋଡିୟମ ଇଞ୍ଜେକ୍ସନ ନିମ୍ନମାନର ଧରାପଡିଛି । ୟୁପି , ଏମପି , କୋଲକାତା , ହାଇଦ୍ରାବାଦରୁ ଆସୁଛି ନକଲି ଔଷଧ । ୩ ବର୍ଷରେ  ୧୦୩ଟି ଔଷଧ ନିମ୍ନମାନର ଧରାପଡିଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking