ଭୁବନେଶ୍ୱର: ଅସଲି ପୋଲିସ ପତ୍ନିଙ୍କ ନକଲି କାରନାମା । ଠକେଇ କରି ଗିରଫ ହେଲେ ଦୃର୍ବୃତ୍ତ । ଏସଓଜିରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ପତ୍ନି ଗିରଫ । ସ୍ୱାମୀଙ୍କ ପୋଲିସ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ଡିପି ରଖିଥିଲେ । ସୋସିଆଲ ମିଡିଆରେ ବନ୍ଧୁତା ପରେ ଚନ୍ଦକା ଅଞ୍ଚଳର ଦମ୍ପତିଙ୍କୁ ଠକିଲେ । ଅନ୍ଧାରୁଆ ଦମ୍ପତିଙ୍କୁ ୮ ଲକ୍ଷ ୭୫ ହଜାର ଠକେଇ କରି ଗିରଫ । ସାଇବର ଥାନାରେ ଏତଲା ପରେ କନେଷ୍ଟବଳଙ୍କ ପତ୍ନୀ ଗିରଫ ।